ଜଗନ୍ନାଥ ସେନାର ପ୍ରତିବାଦ

ଜଗନ୍ନାଥ ସେନାର ପ୍ରତିବାଦ

ବାଂଲାଦେଶରେ ମହାପ୍ରଭୁଙ୍କ ମୂର୍ତ୍ତି ପୋଡିବା ପ୍ରତିବାଦରେ ଜଗନ୍ନାଥ ସେନା  ଶ୍ରୀମନ୍ଦିର ସମ୍ମୁଖରେ ଜବାବ୍ ମାଗିଲା। ବାଂଲାଦେଶୀ ମାନଙ୍କୁ ଓଡିଶାରୁ ତଡିପାର ପାଇଁ ସେନାର ଦାବି। ଶୁଣନ୍ତୁ ଏନେଇ କଣ କହୁଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ।ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ଦଙ୍ଗାରେ ପରିଣତ ହୋଇଛି। ଏକ ଭିଡିଓ ଶୋଷିଆଲ ମିଡିଆରେ ଭାଇରାଲ ହେବା ପରେ ସେଠାରେ ରହୁଥିବା ହିନ୍ଦୁଙ୍କୁ ଟାର୍ଗେଟ କରାଯାଇ ଆକ୍ରମଣ କରା ଯାଉଥିବାର କଥା କୁହାଯାଉଥିଲା । ବାଂଲାଦେଶରେ ଥିବା ହିନ୍ଦୁ ମନ୍ଦିରଗୁଡିକରେ ଭଙ୍ଗାରୁଜା କରାଯିବା ସହ ହିନ୍ଦୁମାନଙ୍କ ଘର ଏବଂ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯାଉଥିବାର ସୁଣିବାବୁ ମିଳିଥିଲେ । ଯାହାର ପ୍ରତିବାଦର ଶ୍ବର ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି ।