ବିଧାନସଭାବାହାରେବି ସରକାରକୁ ଘେରିଲେ ବିରୋଧୀ

ବିଧାନସଭାବାହାରେବି ସରକାରକୁ ଘେରିଲେ ବିରୋଧୀ

ବିଜେପି ଓଡିଆ ଅସ୍ମିତାର କଥା କହି ସରକାରକୁ ଆସିଲେ । ହେଲେ ଘରେ ନପସୁଣୁ ମୁଣ୍ଡରେ ଚାଳ ବାଜିଲାଣି ବୋଲି କହି ରାଜ୍ୟ ସରକାରଙ୍କୁ ଘେରିଛି ବିରୋଧୀ । ହଁ ଆଜ୍ଞା କେବଳ ବିଧାନସଭା ଭିତରେ ନୁହେଁ,ବରଂ ବାହାରେ ମଧ୍ୟ ସରକାରକୁ  ଟାର୍ଗେଟ କରିବା ପାଇଁ ଗୋଟିଏବି ସୁଯୋଗ ହାତଛଡା କରୁନି ବିରୋଧୀ ।

ରାଜ୍ଯପାଳଙ୍କପୁଅକୁଗିରଫକରିବାକୁଗୃହରେଦାବିଉଠାଇଛନ୍ତିଉଭୟବିରୋଧୀଦଳ ବିଜେଡି ଏବଂ କଂଗ୍ରେସ । ଗୃହରମଧ୍ଯଭାଗରେବିରୋଧୀବିଜେଡିସଦସ୍ଯପ୍ରତିବାଦକରିଛନ୍ତି।ରାଜ୍ୟପାଳଓମୁଖ୍ୟମନ୍ତ୍ରୀASOଙ୍କସହକଣଆଲୋଚନାକଲେତାହାଜଣାପଡିଲାନି।ଓଲଟିASOଙ୍କବଦଳିକରିଦିଆଗଲା।ଏ ପ୍ରସଙ୍ଗ କେବଳ ରାଜ୍ୟଚରେ ସୀମିତ ହୋଇ ନାହିଁ ବରଂ ଜାତୀୟ ଗଣମାଧ୍ୟମରେ ହେଡଲାଇନରେ ସ୍ଥାଇଛି କିନ୍ତି ରାଜ୍ୟ ସରକାର ଏ ପ୍ରସଙ୍ଗରେ ଏତେ ସ୍ଲୋ କାହିଁକି କାମ କରୁଛନ୍ତିବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ଅମୀୟ ପାଣ୍ଡବ ।