ଆଳୁ ରସ ଦୂର କରିବ କ୍ୟାନସର ସମସ୍ୟା

ଆଳୁ ରସ ଦୂର କରିବ କ୍ୟାନସର ସମସ୍ୟା

ଆଳୁ ରସ ଦୂର କରିବ କ୍ୟାନସର ସମସ୍ୟା
ଭାରତୀୟ ରୋଷେଇଶାଳରେ ଆଳୁ ଏକ ପରିଚିତ ପରିବା । କିଛି ଲୋକ ଏହାକୁ ପ୍ରତିଦିନ ଖାଇଥାନ୍ତି । ଆଳୁକୁ କେବଳ ଭୋଜନ ନୁହେଁ ଏହାର ଜୁସ ମଧ୍ୟ କରିପାରିବେ । ଯଦି ଆପଣ ଆଳୁ ଜୁସ ପିଇ ନାହାନ୍ତି ତେବେ ପିଇବା ଆରମ୍ଭ କରି ଦିଅନ୍ତୁ । କାରଣ ଆଳୁ ରସ ସ୍ୱାସ୍ଥ୍ୟ ପାଇ ଲାଭଦାୟକ । ତେବେ ଜାଣିବା ଆଳୁ ରସର ପିଇଲେ କି କି ଲାଭ ମିଳେ । - ଖାଲି ପଟେରେ କଞ୍ଚା ଆଳୁ ରସକୁ ପାଣିରେ ମିଶାଇ ପ୍ରତିଦିନ ଅଧା କଫ ପିଅନ୍ତୁ । ଏପରି କଲେ ଗ୍ୟାସ ସମସ୍ୟା ଦୂର ହେବ । - ଆଳୁ ରସ କ୍ୟାନସର, ହାଇପରଟେନସନ ଓ କିଡନୀ ଛଡ଼ା ଅନ୍ୟ କେତେକ ସ୍ୱାସ୍ଥ୍ୟ ସମସ୍ୟାରେ ବଞ୍ଚାଇଥାଏ । - ଯଦି ଆପଣ ମଧୁମେହ ରୋଗୀ ତେବେ ଆଳୁ ରସ ଆପଣଙ୍କ ପାଇଁ ଲାଭଦାୟକ । ରକ୍ତରେ ସର୍କରାସ୍ତରକୁ କମ କରିବାରେ ଆଳୁ ରସ ସହାୟକ ହୋଇଥାଏ । - ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଆଳୁ ରସ । ଏହାଛଡ଼ା ପେଟ ରୋଗ ଜନିତ ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ । - ଆଳୁ ରସ ନିୟମିତ ସେବନ କଲେ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ । ଏହା ଆପଣଙ୍କ ତ୍ୱଚାକୁ ଭିତରୁ ସଫା ରଖେ । ତ୍ୱଚାକୁ ପୋଷଣ ଦେବା ସହିତ ଚମକଦାର କରିଥାଲ । ଏହାକୁ ମୁହଁରେ ଲଗାଇଲେ ବ୍ରଣ ସମସ୍ୟା ଦୂର ହୁଏ ।