କୋଣାର୍କରେ ଗଡିଲା ସୂର୍ଯ୍ୟ ରଥ

କୋଣାର୍କରେ ଗଡିଲା ସୂର୍ଯ୍ୟ ରଥ

କୋଣାର୍କରେ ଗଡିଲା ସୂର୍ଯ୍ୟ ରଥ
ଭୁବନେଶ୍ୱର: ଶାମ୍ବ ଦଶମୀରେ ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟ ରଥ ଗଡିଲା । ୨୭ ଦିନ ୨୭ ନକ୍ଷତ୍ରରେ ଚନ୍ଦ୍ରଭାଗା କୂଳରେ ସୂର୍ଯ୍ୟ ଦେବତା ପୂଜା ପାଇବେ । କୋଣାର୍କ ଅନନ୍ତ ଅବଧୂତ ମଠରୁ ଚନ୍ଦ୍ରଭାଗା ଯାଏଁ ସୂର୍ଯ୍ୟ ରଥ ଗଡିଛି । ମାଆ ମାନେ ନିଜ ସନ୍ତାନଙ୍କ ମଙ୍ଗୂ କାମନା କରି ଶାମ୍ବ ଦଶମୀ ପର୍ବ ନିଷ୍ଠାର ସହ ପାଳନ କରନ୍ତି । ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ୟଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ପୂଜା ଅନୁଷ୍ଠିତ ହୋଇଥାଏ ।