ନିରଞ୍ଜନ ହସ୍ପିଟାଲରେ ଭର୍ତ୍ତି
ନିରଞ୍ଜନ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ । ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ପିସିସି ଉପସଭାପତି ଗଣେଶ୍ୱର ବେହେରା ଏହି ସୂଚନା ଦେଇଛନ୍ତି ।




admin 