ବାଲିଗୁଡାରେ ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି

ବାଲିଗୁଡାରେ ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି

ବାଲିଗୁଡାରେ ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ  ଚୋରି
ବାଲିଗୁଡା : ପୁଣି ଦୁଇଟି ମନ୍ଦିରରୁ ଚୋରି। ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି ହୋଇଥିବା ଜଣାପଡ଼ିଛି। ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି। ମିଳିଥିବା ସୂଚନାନୁସାରେ, ବାଲିଗୁଡାରେ ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି ହୋଇଛି। ଜଗନ୍ନାଥ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ ହୋଇଥିବାବେଳେ ଦକ୍ଷିଣକାଳୀ ମନ୍ଦିରରୁ ଗହଣା ଚୋରୀ ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି। ତେବେ ଲୁଟ୍‌ର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ଅଧିକା ତଦନ୍ତ ଜାରି ରଖିଛି।