ବିଭିନ୍ନ ଦାବୀ ନେଇ ଭୋଟ ବର୍ଜନ କଲେ ଗ୍ରାମବାସୀ

ବିଭିନ୍ନ ଦାବୀ ନେଇ ଭୋଟ ବର୍ଜନ କଲେ ଗ୍ରାମବାସୀ

ବିଭିନ୍ନ ଦାବୀ ନେଇ ଭୋଟ ବର୍ଜନ କଲେ ଗ୍ରାମବାସୀ
ଭୁବନେଶ୍ୱର: କୁଚିଣ୍ଡା ନିର୍ବାଚନମଣ୍ଡଳୀରେ ୩ଟି ବୁଥରେ ଭୋଟ ବର୍ଜନ କଲେ ମତଦାତା । ବାମଣ୍ଡାଗଡ, ଲେପେଇକାନି ଓ ପରଙ୍ଗାମାଳବାସୀଙ୍କ ଭୋଟ ବର୍ଜନ ହୋଇଛି । କେନ୍ଦୁଝର ୨୪୬,୨୪୭ ନଂ ବୁଥରେ ଭୋଟ ବର୍ଜନ । ସେପଟେ ଭୋଟ ବର୍ଜନ କଲେ କହ୍ନେଇଗୋଳା ଓ ରାଣୀପଦାବାସୀ ଭୋଟର । ବିଭିନ୍ନ ଦାବୀ ପୂରଣ ନହେବାରୁ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ ।