ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ
ଆଜି ରାଜ୍ୟରେ ୧୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୨୪୭୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୩୦ ଜଣ ଥିବା ବେଳେ ଖୋର୍ଧାର ୧୯, ବାଲେଶ୍ୱରରୁ ୧୪, ବଲାଙ୍ଗୀରରୁ ୧୨, ଢେଙ୍କାନାଳରୁ ୯ ଓ ନୟାଗଡ ଏବଂ ସୁନ୍ଦରଗଡରୁ ୭ ଜଣ ଲେଖାଏଁ ରହିଛନ୍ତି ।ସେହିପରି ଅନୁଗୁଳର ୬, କେଉଁଝରରୁ ୫, ଜଗତସିଂପୁର ଓ ପୁରୀର ୪, ଦେବଗଡ, କେନ୍ଦ୍ରାପଡା ଓ ଝାରସୁଗୁଡାରୁ ଜଣେ ଲେଖାଏଁ ରହିଛନ୍ତି ।