ହୋଲି ଖେଳି ସାରି ଗାଧୋଉଥିବା ବେଳେ ବ୍ରହ୍ମଣୀ ନଦୀରେ ବୁଡି ଦୁଇ ମୃତ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା କେଶପୁର ପଂଚାୟତ ମୁଷକ୍ଷଡ଼ିଆ ଗ୍ରାମରେ ହୋଲି ଖେଳି ସକ୍ଷରି ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଦୁଇ ଭାଇ ବୁଡି ଯାଇ ପ୍ରାଣ ହରାଇଛନ୍ତି।
ମୃତକ ଦୁଇ ଜଣ ହେଲେ ପଟ୍ଟାମୁଣ୍ଡାଇ ଥାନା ମୂଷାଡିଆ ଗ୍ରାମର ୪୩ ବର୍ଷୀୟ ସୁଜିତ ଦାସ ଓ ୨୪ ବର୍ଷୀୟ ଚିନ୍ମୟ ଦାସକ୍ଷ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେକ୍ଷ ଗୋଟିଏ ପରିବାରର ଦୁଇ ସଦସ୍ୟଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।




admin 