ହୀରକୁଦର ୫ ଗେଟ୍ ଖୋଲିଲା

ହୀରକୁଦର ୫ ଗେଟ୍ ଖୋଲିଲା

ହୀରକୁଦର ୫ ଗେଟ୍ ଖୋଲିଲା
ଭୁବନେଶ୍ୱର : ହୀରାକୁଦ ବନ୍ଧର କାମ ପାଶ୍ୱର୍ ସ୍ପିଲୱେ’ର ୪ ଓ ଡାହାଣ ପାଶ୍ୱର୍ର ଗୋଟିଏକୁ ମିଶାଇ ମୋଟ ୫ଟି ଗେଟ୍ ଖୋଲା ରହିଛି । ଶୁକ୍ରବାର ରାତି ୯ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୩.୧୫ ଫୁଟ ରହିଥିଲା । ସେତିକି ବେଳକୁ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୯୦.୬୭୨ ଘନ ଫୁଟ ଜଳ ପ୍ରବେଶ କରୁଥିଲା ବେଳେ ବିଭିନ୍ନ ମାର୍ଗ ଦେଇ ୧ ଲକ୍ଷ, ୧ ହଜାର ୭୧୯ କୁ୍ୟସେକ ନିଷ୍କାସିତ ହେଉଥିଲା ।