ଭିଜିଲାନ୍ସ ନିକଟରେ ହାଜର ପାଠକଙ୍କ ଡ୍ରାଇଭର, ଘରୁ ଜବତ ହୋଇଥିଲା ୨୦ ଲକ୍ଷ

ଭିଜିଲାନ୍ସ ନିକଟରେ ହାଜର ପାଠକଙ୍କ ଡ୍ରାଇଭର, ଘରୁ ଜବତ ହୋଇଥିଲା ୨୦ ଲକ୍ଷ

ଭିଜିଲାନ୍ସ ନିକଟରେ ହାଜର ପାଠକଙ୍କ ଡ୍ରାଇଭର, ଘରୁ ଜବତ ହୋଇଥିଲା ୨୦ ଲକ୍ଷ
ଭୁବନେଶ୍ୱର : ଆଇଏଫଏସ ଅଭୟକାନ୍ତ ପାଠକ ଗିରଫ ମାମଲାରେ ଖୋଳତାଡ ଜାରି ଜାରି ରହିଛି । ଏହାରି ମଧ୍ୟରେ ଆଜି ଭିଜିଲାନ୍ସ ନିକଟରେ ହାଜର ହୋଇଛନ୍ତି ଅଭୟ ପାଠକଙ୍କ ଡ୍ରାଇଭର । ପୂର୍ବରୁ ରେଡ ବେଳେ ଡ୍ରାଇଭରଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ଡ୍ରାଇଭର କୁମାରାତକୁ ପଚରାଉଚରା କରିବ ଏସଆଇଟି । ଡ୍ରାଇଭରକୁ କାଲି ହାଜର ପାଇଁ କଲ୍ କରିଥିଲା ଏସଆଇଟି । ଡ୍ରାଇଭରକୁ ଜେରା ସମୟରେ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଆଶା ରହିଛି । ଅନ୍ୟପଟେ ଏହି ମାମଲା ସହ ସମୃକ୍ତ ୫ ବ୍ୟାଙ୍କ ର୍କମଚାରୀ ମଧ୍ୟ ଭିଜିଲାନ୍ସରେ ହାଜର ହୋଇଛନ୍ତି ।