ସ୍ତ୍ରୀକୁ ୩୦୦ ଖଣ୍ଡ କରି ଟିଫିନରେ ରଖିବା ଘଟଣା: ସ୍ୱାମୀ କର୍ଣ୍ଣେଲ ସୋମନାଥଙ୍କୁ ଆଜୀବନ କାରାଦଣ୍ଡ ।

ସ୍ତ୍ରୀକୁ ୩୦୦ ଖଣ୍ଡ କରି ଟିଫିନରେ ରଖିବା ଘଟଣା: ସ୍ୱାମୀ କର୍ଣ୍ଣେଲ ସୋମନାଥଙ୍କୁ ଆଜୀବନ କାରାଦଣ୍ଡ ।

ସ୍ତ୍ରୀକୁ ୩୦୦ ଖଣ୍ଡ କରି ଟିଫିନରେ ରଖିବା ଘଟଣା: ସ୍ୱାମୀ କର୍ଣ୍ଣେଲ ସୋମନାଥଙ୍କୁ ଆଜୀବନ କାରାଦଣ୍ଡ ।
ନିଜ ସ୍ତୀକୁ ମାରି ଟିକ୍ ଟିକ୍ କରି ୩୦୦ଖଣ୍ଡ କରି ଟିଫିନରେ ରଖିବା ଘଟଣା । ଅଭିଯୁକ୍ତ ସ୍ୱାମୀ ଲେଫ୍ଟନାଂଟ କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ସଜ୍ଜା । ଦୋଷୀ ସୋମନାଥ ପରିଡାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । ଆଜୀବନ ଜେଲ ଦଣ୍ଡଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲା ଜଜ୍ । ୨୦୧୩ ଜୁନ୍ରେ ଭୁବନେଶ୍ୱର ନୟାପଲ୍ଲୀରେ ହୋଇଥିଲା ହତ୍ୟା । ନିଜ ସ୍କତ୍ରୀ ଉଷସୀ ପରିଡାଙ୍କୁ ଜଘନ୍ୟ ହତ୍ୟା କରିଥିଲେ ସୋମନାଥ । ହତ୍ୟା କରି ଖଣ୍ଡ ଖଣ୍ଡ କରି ଟିଫିନ୍ ଭିତରେ ରଖିଥିଲେ । ଦେହାବଶେଷ ସହ ୨୦ଦିନ ରହିବା ପରେ ଘଟଣା ସାମ୍ନାକୁ ଆସିଥିଲା । ୭୧ ବର୍ଷରେ ସୋମନାଥଙ୍କ ଜଘନ୍ୟ କାଣ୍ଡ ଚାଂଚଲ୍ୟ ସୃଷ୍ଟି କରିଥିଲା ।