ଆଗାମୀ ୫୦ ବର୍ଷ ପାଇଁ ବିରୋଧୀ ଆସନରେ ରହିବ କଂଗ୍ରେସ :ଜାଣନ୍ତୁ କାହିଁକି ଏମିତି କହିଲେ ଗୁଲାମ ନବୀ ଆଜାଦ

ଆଗାମୀ ୫୦ ବର୍ଷ ପାଇଁ ବିରୋଧୀ ଆସନରେ ରହିବ କଂଗ୍ରେସ :ଜାଣନ୍ତୁ କାହିଁକି ଏମିତି କହିଲେ ଗୁଲାମ ନବୀ ଆଜାଦ

ଆଗାମୀ ୫୦ ବର୍ଷ ପାଇଁ ବିରୋଧୀ ଆସନରେ ରହିବ କଂଗ୍ରେସ :ଜାଣନ୍ତୁ କାହିଁକି ଏମିତି କହିଲେ ଗୁଲାମ ନବୀ ଆଜାଦ
ନୂଆଦିଲ୍ଲୀ : ଆଗାମୀ ୫୦ ବର୍ଷ ପାଇଁ ବିରୋଧୀ ଆସନରେ ରହିବାକୁ ଯାଉଛି କଂଗ୍ରେସ ଏପରି ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ ନେତର ଗୁଲାମ ନବୀ ଆଜାଦ । ଯଦି ସଭାପତି ଏବଂ କାର୍ଯ୍ୟକାରୀ କମିଟି ନିର୍ବାଚନ କରାନଯାଏ ତେବେଚଂଗ୍ରେସ ଆସନ୍ତା ୫୦ ବର୍ଷ ପାଇଁ ବିରୋଧୀ ଦଳ ଭାବରେ ରହିବ ବୋଲି ରାଜ୍ୟସଭାରେ ବିରୋଧୀ ଦଳ ନେତା ରହିଥିବା ଗୁଲାମ ନବୀ ଆଜାଦ ଏପରି ମନ୍ତବ୍ୟ ଦେଇଛନ୍ତି । ବର୍ତ୍ତମାନ ସଭାପତି ଏବଂ କାର୍ଯ୍ୟକାରୀ କମିଟି ନିର୍ବାଚନ ପାଇଁ କରାଯାଉଥିବା ପ୍ରଚେଷ୍ଟା ୧୦ରୁ ୧୫ ବର୍ଷ ପୂର୍ବରୁ କରାଯିବା ଉଚିତ ଥିଲା ବୋଲି ନବୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସଭାପତି ପରିବର୍ତ୍ତନ ନେଇ ଯେଉଁ ୨୩ ଜଣ ନେତା ଚିଠି ଲେଖିଥିଲେ ତା ମଧ୍ୟରୁ ଆଜାଦ ଅନ୍ୟତମ ଥିଲେ ।