ଦୁଇ ସାମ୍ବାଦିକଙ୍କୁ ନୋବଲେ ଶାନ୍ତି ପୁରସ୍କାର

ଦୁଇ ସାମ୍ବାଦିକଙ୍କୁ ନୋବଲେ ଶାନ୍ତି ପୁରସ୍କାର

ଦୁଇ ସାମ୍ବାଦିକଙ୍କୁ ନୋବଲେ ଶାନ୍ତି ପୁରସ୍କାର

ଓସୋ୍ଲ: ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରିଯାଇଛି । ଏହି ନୋବେଲ ଶାନ୍ତି ପୁରସ୍କାର ୨୦୨୧ ପାଇଁ ୨ଜଣ ସାମ୍ବାଦିକଙ୍କୁ ମିଳିତ ଭାବେ ଚୟନ କରାଯାଇଛି । ଏହି ଦୁଇ ସାମ୍ବାଦିକ ହେଉଛନ୍ତି ଆମେରିକୀୟ ସାମ୍ବାଦିକ ମାରିଆ ରେସା ଓ ଋଷିଆ ସାମ୍ବାଦିକ  ଦିମିତ୍ରି ମୋରାତୁଭ । ବାକ୍ ସ୍ୱାଧୀନତା ପାଇଁ ଏହି ଦୁଇ ସାମ୍ବାଦିକଙ୍କୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ନୋବେଲ ପୁରସ୍କାର କମିଟି ନିଷ୍ପତ୍ତି ନେଇଛି  । 


ସୂଚନା ଅନୁସାରେ ଦିମିତ୍ରି ମୋରାତୁଭ  ନୋଭାଜା ଗେଜାଟା ସମ୍ବାଦପତ୍ରର ପ୍ରତିଷ୍ଠାତା ଅଟନ୍ତି । ଏଥିପାଇଁ ଆମେରିକା ଓ ଋଷିଆରେ ଖୁସିର ଲହରି ଖେଳିଯାଇଛି ।