ପାରାଦ୍ୱୀପ ମହାବିଦ୍ୟାଳୟରେ ୪୫ତମ ପ୍ରତିଷ୍ଠା ଦିବସ

ପାରାଦ୍ୱୀପ ମହାବିଦ୍ୟାଳୟରେ ୪୫ତମ ପ୍ରତିଷ୍ଠା ଦିବସ

ପାରାଦ୍ୱୀପ ମହାବିଦ୍ୟାଳୟରେ ୪୫ତମ ପ୍ରତିଷ୍ଠା ଦିବସ
ପାରାଦ୍ୱୀପ:୧୨/୦୮(ଲକ୍ଷ୍ମୀନାରାୟଣ ସାହୁ) ପାରାଦ୍ୱୀପ ମହାବିଦ୍ୟାଳୟରେ ୪୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ମହାବିଦ୍ୟାଳୟର ପରିଚାଳନା ସଭାପତି ଡା.ଦାମୋଦର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସାମ୍ବାଦିକ ରବି ଦାସ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ଆଜିର ଦିନରେ ଅନେକ ଝଡଝଞ୍ଜା ସହି ମହାବିଦ୍ୟାଳୟ ଗଠିତ ହୋଇଥିଲା । ମହାବିଦ୍ୟାଳୟର ଗାରିମା ରକ୍ଷା କରିବା ସହିତ ଭଲ ପାଠ ପଢି ନିଜର ତଥା ଏଦେଶର ଭବିଷ୍ୟତ ଗଢିବା ଆବଶ୍ୟକ ବୋଲି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ପରାମର୍ଶ ଦେଇଥିଲେ ।