ବିହାର ରାଜ୍ୟରେ ଲକଡାଉନ ଅବଧି ବଢିଲା

ବିହାର ରାଜ୍ୟରେ ଲକଡାଉନ ଅବଧି ବଢିଲା

ବିହାର ରାଜ୍ୟରେ ଲକଡାଉନ ଅବଧି ବଢିଲା
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିହାର ରାଜ୍ୟରେ ଲକଡାଉନ ଅବଧି ବଢିଲା । ମହାରାଷ୍ଟ୍ର ପରେ ବିହାର ବଢାଇଲା ଲକଡାଉନ । ମଇ ୨୫ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି ନେଇ ଘୋଷଣା କରାଯାଇଛି । ଲକଡାଉନ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସକାଳେ ମହାରାଷ୍ଟ୍ର ସରକାର ଲକଡାଉନ ବୃଦ୍ଧି ଘୋଷଣା କରିଥିଲେ । ଜୁନ୍ ୧ ପର୍ଯ୍ୟନ୍ତ ଲକଡାଉନ ବଢାଇଥିଷଳ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।