ମହାନଦୀ ଜଳ ବିବାଦ ; ମେ ୧୧ରେ ପରବର୍ତ୍ତୀ ଶୁଣାଣି

ମହାନଦୀ ଜଳ ବିବାଦ ; ମେ ୧୧ରେ ପରବର୍ତ୍ତୀ ଶୁଣାଣି

ମହାନଦୀ ଜଳ ବିବାଦ ; ମେ ୧୧ରେ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ମାମଲାକୁ ନେଇ ଟ୍ରିବ୍ୟୁନାଲରେ ଶନିବାର ଶୁଣାଣି ହୋଇଛି । ପୁନଶ୍ଚ ଆଲୋଚନା ପାଇଁ ଓଡିଶା-ଛତିଶଗଡକୁ ନିର୍ଦ୍ଦେଶ ହୋଇଛି । ଆପୋସ ଆଲୋଚନା ଦ୍ବାରା ସମାଧାନ କରିବାକୁ ଟ୍ରିବ୍ୟୁନାଲ ପୁଣି ଥରେ ପରାମର୍ଶ ଦେଇଛନ୍ତି । ଆସନ୍ତା ମେ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।