୨୦୨୦ ବଜେଟ

୨୦୨୦ ବଜେଟ

୨୦୨୦ ବଜେଟ
ନୂଆଦିଲ୍ଲୀ : ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ବଜେଟ ଉପସ୍ଥାପନ କରିଛନ୍ତି । - ଭାରତର ଜନସାଧାରଣ ଆମର ଅର୍ଥନୈତିକ ସଂସ୍କାର ଉପରେ ଆସ୍ଥା ରଖିଛନ୍ତି । - ଭାରତ ବିଶ୍ୱର ପଂଚମ ବୃହତମ ଅର୍ଥନୀତି - ଏଫଡ଼ିଆଇ ୨୮୪ ବିଲିୟନ ଡଲାରରେ ପହଁଚିଛି- ମୁଦ୍ରାସ୍ଫୀତି ହ୍ରାସ ପାଇଛି - ୨୭ କୋଟି ଲୋକ ଦାରିଦ୍ର୍ୟ ସୀମାରେଖାର ଉଦ୍ଧ୍ୱର୍କୁ ଉଠିଛନ୍ତି - ୨ ବର୍ଷରେ ୬୦ ଲକ୍ଷ ନିଯୁକ୍ତି - ୪୦ କୋଟି ରିଟର୍ଣ୍ଣ ଫାଇଲ ହୋଇଛି - ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା - କୃଷି କ୍ଷେତ୍ରରେ ନିବେଶ ଉପରେ ଫୋକସ - କୃଷି କ୍ଷେତ୍ରରେ ନିବେଶ ଉପରେ ଫୋକସ - ୧୫ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ସେଟ - ଅନୁର୍ବର ଜମିକୁ ସୌରଚାଳିତ ପମ୍ପ ସେଟ ଜରିଆରେ ଜଳସେଚନ ଲକ୍ଷ୍ୟ - ଜିଏସଟି ପାଇଁ ଜନତାଙ୍କୁ ୧ ଲକ୍ଷ କୋଟି ଟଙ୍କା ଫାଇଦା ବଜେଟ : ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ରେଳ - ୧୫ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପସେଟ - ଆଦର୍ଶ କୃଷି ଆଇନକୁ ସବୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ - ଚାଷୀଙ୍କ ପାଇଁ ୧୬ ସୂତ୍ରୀ କାର୍ଯ୍ୟକ୍ରମ - ୧୦୦ ଜଳାଭାବ ଜିଲ୍ଲାକୁ ଫୋକସ - ଚାଷୀଙ୍କ ଉପôାଦିତ ସାମଗ୍ରୀ ପରିବହନ ପାଇଁ ସ୍ୱତନ୍ତ୍ର ରେଳ ଚାଲିବ - ଭାରତୀୟ ଖାଦ୍ୟ ନିଗମ ଓ ୱେୟାରହାଉସିଂ କର୍ପୋରେସନ ଜରିଆରେ ଚାଷୀଙ୍କ ଜମିରେ ଗୋଦାମର ବ୍ୟବସ୍ଥା - ରସାୟନିକ ସାର ବ୍ୟବହାର ହ୍ରାସ କରିବା ସହ ଜୈବିକ ସାର ପ୍ରୟୋଗ ବୃଦ୍ଧି କରିବା - ୨୦୨୨-୨୩ ସୁଦ୍ଧା ମତ୍ସ୍ୟ ଉପôାଦନ ୨୦୦ ଲକ୍ଷ ଟନକୁ ପହଁଚାଇବା ଲକ୍ଷ୍ୟ - ଚାଷୀଙ୍କୁ ୧୫ ଲକ୍ଷ କୋଟି ଋଣ ପ୍ରଦାନ ଲକ୍ଷ୍ୟ ବଜେଟ ୨୦୨୦ - ସ୍ୱାସ୍ଥ୍ୟ ପାଇଁ ଅତିରିକ୍ତ ୬୯ ହଜାର କୋଟି ଟଙ୍କା - ସ୍ୱଚ୍ଛ ଭାରତ ଯୋଜନା ପାଇଁ ୧୨୩୦୦ କୋଟି ଟଙ୍କା - ଜଳଜୀବନ ମିଶନ ଜରିଆରେ ଗାଁକୁ ଯିବ ପାଇପ ପାଣି, ବଜେଟରେ ୩.୬ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ - ଦେଶର ୧୦୦ ଶିକ୍ଷାନୁଷ୍ଠାନ ଜରିଆରେ ଅନଲାଇନ ଶିକ୍ଷା କାର୍ଯ୍ୟକ୍ରମ - ଶିକ୍ଷା ପାଇଁ ୯୯୩୦୦ କୋଟି ଟଙ୍କା, ଦକ୍ଷତା ବିକାଶ ପାଇଁ ୩ ହଜାର କୋଟି ଟଙ୍କା - ପ୍ରତି ଜିଲ୍ଲାରେ ଜନଔଷଧି କେନ୍ଦ୍ର - ୫ ନୂଆ ସ୍ମାର୍ଟ ସିଟି କରାଯିବ - ଏସିଆ ଓ ଆଫ୍ରିକୀୟ ଦେଶରେ ‘ଇଣ୍ଡ-ସାଟ’ ପରୀକ୍ଷା କରାଯିବ । ଯାହାଦ୍ୱାରା ଭାରତ ଉଚ୍ଚଶିକ୍ଷାର କେନ୍ଦ୍ର ପାଲଟିପାରିବ ।