ରାଜ୍ୟରେ ଆଉ ୮୦ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୮୦ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୮୦ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଆଉ ୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଁଚିଛି । ଗଞ୍ଜାମରେ ୧୯, ଯାଜପୁରରେ ୧୪, ବାଲେଶ୍ୱରରେ ୩, ପୁରୀରେ ୧୭, କଟକରେ ୧, ସୁନ୍ଦରଗଡ଼ରେ ୫, ନୟାଗଡ଼ରେ ୫, ବଲାଙ୍ଗୀରରେ ୧, ମାଲକାନାଗିରିରେ ୫, କନ୍ଧମାଳରେ ୨, ଝାରସୁଗୁଡ଼ାରେ ୩, ଗଜପତିରେ ୪ ଓ ନବରଙ୍ଗପୁରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ କେନ୍ଦ୍ରରେ ୭୧ ଜଣ ଥିବାବେଳେ ଦୁଇ ଜଣ ହୋମ କ୍ୱାରେଂଟାଇନରେ ଥିଲେ । ଅପରପକ୍ଷରେ ସ୍ଥାନୀୟ ଅଂଚଳରୁ ମଧ୍ୟ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।