ୟାସିନ୍‌ ମଲ୍ଲିକ ଦୋଷୀ ସାବ୍ୟସ୍ତ

ୟାସିନ୍‌ ମଲ୍ଲିକ ଦୋଷୀ ସାବ୍ୟସ୍ତ

ୟାସିନ୍‌ ମଲ୍ଲିକ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: କାଶ୍ମୀରର ବିଛିନ୍ନବାଦ ନେତା ୟାସିନ୍ ମଲ୍ଲିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୟାସିନ୍ ମଲ୍ଲିକଙ୍କୁ ଦୋଷୀ ସାବ୍ୟସ୍ତ କରିଛି ସ୍ପେଶାଲ ଏନଆଇଏ କୋର୍ଟ । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମେଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ତେବେ ତାଙ୍କୁ କେଉଁ ଦଣ୍ଡରେ ଦଣ୍ଡିତ କରାଯିବ, ସେ ସଂପର୍କରେ ମେ’ ୨୫ ତାରିଖରେ ଶୁଣାଣୀ ହେବ । ସୂଚନାଥାଉକି, କିଛି ଦିନ ତଳେ ୟାସିନ୍ ମଲ୍ଲିକ୍ ନିଜେ ସ୍ୱିକାର କରିଥିଲେକି, ସେ ଆତଙ୍କବାଦୀ ଗତିବିଧିରେ ସାମିଲ ଅଛନ୍ତି ବୋଲି।